ଗଲ୍ଗଲ୍ Galgal

  • ଦେ. ଅ — କୁଣ୍ଡାଇ ହେବା — To itch; an irritation sensation
  • ଦେ. ଅ — (ଯଥା—କଞ୍ଚା ସାରୁ ବା ଓଲୁଅ ଖାଇ ତଣ୍ଟି ଗଲ୍ ଗଲ୍ ହେବା।)
  • ଦେ. ଅ — ଟହଟହ; ଅତ୍ୟନ୍ତ — Very much
  • ଦେ. ଅ — (ଯଥା— ଲାଲ ଗଲ୍ ଗଲ୍।)