ଗଲୁଗଲୁଆ Galugaluā
- ଦେ. ବିଣ — ଯେଉଁ ପଦାର୍ଥ ଖାଇଲେ ବା ଦେହରେ ଲାଗିଲେ କଣ୍ଡୂ ଜାତ ହୁଏ ବା କୁଣ୍ଡେଇ ହୁଏ — (article) Producing itching or irritation
- ଦେ. ବିଣ — ଯେଉଁ ଜନ୍ତୁ ବା ମନୁଷ୍ୟର ଦେହଯାକ କୁଣ୍ଡେଇ ହୁଏ — (person) Having itching sensation
- ଦେ. ବିଣ — ଯେଉଁ ରୋଗରେ ଶରୀର କୁଣ୍ଡାଇ ହୁଏ — (disease e.g. ringworm) Accompanied by itching