ଗଲାଇବା Galāibā

  • ଦେ. କ୍ରି — କାର୍ଯ୍ୟରେ ବିଳମ୍ବ କରିବା — To delay; to make delay
  • ଦେ. କ୍ରି — ହେଳା କରିବା — To neglect
  • ଦେ. କ୍ରି — ଅସୁସ୍ଥତାର ପୂର୍ବଲକ୍ଷଣ ପ୍ରକାଶ କରିବା — To show signs of ailing