ଗଲାଅଇଲା Galāailā

  • ଦେ. ବିଣ. — ଯିବା ଆସିବା କରୁଥିବା; ଗମନାଗମନକାରୀ (ବ୍ଯକ୍ତି) — Coming and going
  • ଦେ. ବି. — ଆଗନ୍ତୁକ ବ୍ଯକ୍ତିଗଣ — Visitors; guests
  • ଦେ. ବି. — (ଯଥା— ଏ ବିଭାଘରେ ଗଲା ଅଇଲା ଖବର ବୁଝିବାର ଭାର ମୋ ଉପରେ ଦିଆ ଯାଇଛି।)