ଗରୀୟାନ୍ Garīyān
- ସଂ. ବିଣ. ପୁଂ. (ଗୁରୁ+ଦୁଇ ମଧ୍ୟରେ ଏକର ଆତିଶଯ୍ଯ ଅର୍ଥରେ. ଈୟସ୍; 1 ମା. 1 ବ.) (comparative of Guru) ଗୁରୁତର; ବେଶି ଭାରି — Heavier
- ସଂ. ବିଣ. ପୁଂ. (ଗୁରୁ+ଦୁଇ ମଧ୍ୟରେ ଏକର ଆତିଶଯ୍ଯ ଅର୍ଥରେ. ଈୟସ୍; 1 ମା. 1 ବ.) (comparative of Guru) ବୃହତ୍ତର — Greater; larger