ଗଭୀରିକା Gabhīrikā

  • ସଂ. ବି. (ଗଭୀର+ଇକ+ଆ) — ଗଭୀର ଶବ୍ଦକାରୀ ବଡ଼ ଢୋଲ; ଢଁସା — A big drum with a deep sound
  • ସଂ. ବି. (ଗଭୀର+ଇକ+ଆ) — ପିଟା ଘଣ୍ଟା; ଘଣ୍ଟ — Gong