ଗଭୋର Gabhora

  • ଗ୍ରା. ବିଣ. (ସଂ. ଗଭୀର) — ଗଭୀର — Deep
  • ଗ୍ରା. ବିଣ. (ସଂ. ଗଭୀର) — ଅପ୍ରମେୟ — Profound. inscrutable; unfathomable
  • ଗ୍ରା. ବିଣ. (ସଂ. ଗଭୀର) — ଉଦାର; ଗମ୍ଭୀର — Grave
  • ଗ୍ରା. ବିଣ. (ସଂ. ଗଭୀର) — ଆଡ଼ମ୍ବରଯୁକ୍ତ — Gorgeous; grand
  • ଗ୍ରା. ବି — ଇୟତ୍ତା — Ascertainment of depth or gravity
  • ଗ୍ରା. ବି — ଆଡ଼ମ୍ବର — Grandeur
  • ଗ୍ରା. ବି — ଉଦାରତା; ଗାମ୍ଭୀର୍ଯ୍ୟ — Gravity
  • ଗ୍ରା. ବି — କଳନା — Fathom
  • ଗ୍ରା. ବି — ଗଭୀରତା — Depth