ଗନିମତ୍ Ganimat
- ବୈଦେ. ବି. (ଆ) — ବିଧର୍ମା ବା କାଫେର୍କୁ ଯୁଦ୍ଧରେ ପରାସ୍ତ କରି ତାଠାରୁ ମୁସଲମାନ୍ ବିଜେତାଦ୍ୱାରା ପ୍ରାପ୍ତ ମାଲମତା — Spoils of war obtained by a Mamomedan warrior from a vanquished infidel
- ବୈଦେ. ବି. (ଆ) — ମୋଫତ୍ ବା ବିନା ପରିଶ୍ରମରେ ମିଳିବା ମାଲ — Anything got gratis