ଗଣ୍ଠିଲା Gaṇṭhilā

  • ଦେ. ବି. (ସଂ. ଗ୍ରନ୍ଥୀ) ଏହା ବନ୍ଧା ହୋଇ ଗଣ୍ଠି ପଡ଼ିବାରୁ) — ଲୁଗାରେ ଗୁଡ଼ାହୋଇଥିବା ବୋକଚା; ଗଣ୍ଡିରା; ବୋଝ — Package; luggage; bundle
  • ଦେ. ବି. (ସଂ. ଗ୍ରନ୍ଥୀ) ଏହା ବନ୍ଧା ହୋଇ ଗଣ୍ଠି ପଡ଼ିବାରୁ) — ଗୁଡ଼ିଏ ଲୁଗା ଏକତ୍ର ବନ୍ଧା ହୋଇଥିବା ବୋଝ — A bale of clothes
  • ଦେ. ବି. (ସଂ. ଗ୍ରନ୍ଥୀ) ଏହା ବନ୍ଧା ହୋଇ ଗଣ୍ଠି ପଡ଼ିବାରୁ) — ଧୋବା ବା ଲୁଗା ବେପାରିମାନେ ଳୁଗାର ଯେଉଁ ବଡ଼ ଗଣ୍ଡିରା ବହନ୍ତି — Pedlar's or washerman's pack of clothes