ଗଜମୂର୍ଖ Gajamūrkha

  • ଦେ. ବିଣ. (ଉପମା) — ଗଜ ପରି ମୂର୍ଖ; ଅତି ମୂର୍ଖ ବା ନିର୍ବୁଦ୍ଧିଆ — Very stupid or foolish; dunce
  • ଦେ. ବିଣ. (ଉପମା) — ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଁ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବିଣ. (ଉପମା) — ଗଣେଶ (ପ୍ରକୃତିବାଦ) — Deity Gaṇeṡa