ଗଜଧ୍ୱଜ Gajadhwaja

  • ସଂ. ବି (ବହୁବ୍ରୀହି; ଗଜ+ଧ୍ୱଜା) — କର୍ଣ୍ଣଙ୍କ ରଥର ନାମ — The name of the war-chariot of Karṇṇa
  • ସଂ. ବି (ବହୁବ୍ରୀହି; ଗଜ+ଧ୍ୱଜା) — ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର—ରାଧାନାଥ, ବେଣୀସଂହାର।