ଗଜଦାନ Gajadāna

  • ସଂ. ବି ( 6 ଷ୍ଠୀ ତତ୍; ଗଜ+ଦାନ) — ମତ୍ତହସ୍ତୀର ଗଣ୍ଡରୁ ବୋହିବା ମଦବାରି — Ichor exuding from the temple of elephants
  • ସଂ. ବି ( 6 ଷ୍ଠୀ ତତ୍; ଗଜ+ଦାନ) — ଶାସ୍ତ୍ରୋକ୍ତ ହସ୍ତିଦାନ — Gift of an elephant