ଗଗଛିବା Gagachhibā

  • ଦେ. କ୍ରି. (ସଂ. ଗୋବତ୍ସ) — (ଗାଈ ପ୍ରଭୃତି) ଗର୍ଭସ୍ରାବ କରିବା; ଗଭୁରିବା — To miscarry (said of cows)