ଖୋଜିଆ Khajiā
- ଦେ. ବି. — ନଷ୍ଟ ପଦାର୍ଥକୁ ଅନୁସନ୍ଧାନ କରିବା ନିମନ୍ତେ ନିଯୁକ୍ତ ବ୍ଯକ୍ତି — Person engaged to search after lost things
- ଦେ. ବିଣ— (ଅନ୍ଯ ଜନ୍ତୁବାଚକ ଶଦ୍ଦମାନଙ୍କ ସଙ୍ଗରେ ବ୍ଯବହୃତ ହେଲେ, ଯଥା—ଘୋଡ଼ାଖୋଜିଆ; ବାର୍ହାଖୋଜିଆ ଇତ୍ୟାଦି) କୌଣସି ଜନ୍ତୁର ପଦତଳ ପରି ପଦତଳବିଶିଷ୍ଟ — Hoofed; having hoofs resembling those of a certain animal
- ଦେ. ବିଣ— (ଅନ୍ଯ ଜନ୍ତୁବାଚକ ଶଦ୍ଦମାନଙ୍କ ସଙ୍ଗରେ ବ୍ଯବହୃତ ହେଲେ, ଯଥା—ଘୋଡ଼ାଖୋଜିଆ; ବାର୍ହାଖୋଜିଆ ଇତ୍ୟାଦି) (କୌଣସି ଜନ୍ତୁର) ପଦଚିହ୍ନ ଆକୃତି ବିଶିଷ୍ଟ (ଯଥା ହାତୀ ଖୋଜିଆ) — Resembling the foot-prints of a certain animal in shape