ଖୁଲାସା Khulāsā

  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ଅକୁଟିଳ; ନିଷ୍କପଟ; ନିର୍ମଳାନ୍ତଃକରଣ — Frank; sincere
  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ମୁକ୍ତ; ଅବରୋଧରହିତ — Unobstructed; free
  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ସଂକ୍ଷିପ୍ତ ସାର — Simple; extracted; abbreviated
  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ପରିଷ୍କୃତ — Clean
  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ମେଲା — Open
  • ବୈଦେ. ବିଣ (ଆ. ଖୁଲା; ଖୁଲାସା) — ସ୍ପଷ୍ଟ — Clear
  • ବି — ସ୍ପଷ୍ଟ କଥା — Clear words; frank words
  • ବି — ସଂକ୍ଷିପ୍ତ ରୂପ; ସାରାଂଶ — Import; extract; abbreviated form
  • ବି — ତାଲିକା — List; detail
  • ବି — ବ୍ୟାଖ୍ୟା — Explanation