ଖୁଲି Khuli

  • ପ୍ରାଦେ. (ସମ୍ବଲପୁର) ବି — ଦାଣ୍ଡ; ଗ୍ରାମ୍ୟ ପଥ — Village-road; road
  • ପ୍ରାଦେ. (ସମ୍ବଲପୁର) ବି — ଛବିଲ ବାବୁକୁ ବାଜିଲା ଗୁଲି, କୁଦୋପାଲିର ମଝା ଖୁଲି—ଢଗ।
  • ପ୍ରାଦେ. (ସମ୍ବଲପୁର) ବି — ଛୋଟ ଛୋଟ ଗଳି — Byelane