ଖୁଣ୍ଟା Khuṇṭā
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ମଲା ଗଛର ଶାଖାବିହୀନ କାଣ୍ଡ — Branchless trunk of a withered tree
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — କାନ୍ଥରେ ଲୁଗାଆଦି ରଖିବା ପାଇଁ ମରା ଯାଇଥିବା କୀଳା — Clothes-peg
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଧାନଆଦି ଗଛକୁ କାଟି ନେଲା ପରେ କ୍ଷେତରେ ଥିବା ମୂଳକାଣ୍ଡ — Stubble left on the field after harvesting
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଦରପୋଡ଼ା କାଷ୍ଠଖଣ୍ଡ; ନିଆଁଖୁଣ୍ଟା — Half-burnt stick or long piece of fuel
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଚୁଲ୍ଲିରେ ଜଳୁଥିବା କାଠଆଦିକୁ ଗେଞ୍ଜିବାର ଗେଞ୍ଜଣା — A poker (used to stir the fuel in an oven)
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — କୀଳା ବା ମେଖ — A peg; wedge
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଦାନ୍ତ ଖୁଣ୍ଟିବା ପାଇଁ ବା ଦାନ୍ତସନ୍ଧିରେ ଗଳାଇବା ପାଇଁ ବ୍ଯବହୃତ କ୍ଷୁଦ୍ର କାଠି — A twig for picking the teeth; tooth-pick
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — (ସଂ. କୂଟ) କଳଙ୍କ; ଅପବାଦ — Libel; infamy
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଉଘାଣ; ଦୋଷର ତୀବ୍ର ଆଲୋଚନା; ଖୁଣ୍ଟୁଣା — Harsh or ironical criticisms of one's faults or shortcomings
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣସଖୀ ସରିବ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଟ ଗୀତ।
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ମିଥ୍ୟା ଅପବାଦ — Defamation; jeering allusion
- ଦେ. ବି. (ସଂ. ସ୍ଥୁଣା=ସ୍ତମ୍ଭ; କ୍ଷୋଡ଼=ଗଜବନ୍ଧନସ୍ତମ୍ଭ) — ବ୍ୟଙ୍ଗ; ବିଦ୍ରୁପ — Jokes; innuendo