ଖିଆଲି Khiāli
- ବୈଦେ. ବିଣ. (ଆ. ଖ୍ୟାଲୀ) — କଳ୍ପନାପ୍ରିୟ — Imaginative
- ବୈଦେ. ବିଣ. (ଆ. ଖ୍ୟାଲୀ) — ଥଟ୍ଟିଲ — Jesting; jocular
- ବୈଦେ. ବିଣ. (ଆ. ଖ୍ୟାଲୀ) — ଖାମ୍ଖିଆଲି; ଅବ୍ଯବସ୍ଥିତଚିତ୍ତ — Whimsical
- ବୈଦେ. ବିଣ. (ଆ. ଖ୍ୟାଲୀ) — ଯାହା ସଙ୍ଗେ ପରିହାସ କରାଯାଇପାରେ — Fit to be jested with