ଖିଆଲ୍ Khiāl

  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ଅନୁମାନ; କଳ୍ପନା — Imagination; guess; fancy
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ମନୋଯୋଗ; ଧ୍ୟାନ — Attention; contemplation
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ସ୍ମରଣ — Menory; remembrance
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ମତି; ମନୋଗତ ଭାବ — Mental thoughts; ideas
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ଚିତ୍ତର ଅବ୍ଯବସ୍ଥିତତା; ଖାମ୍ଖିଆଲ୍ — Whim; caprice
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ବିଚାର — Consideration; judgement
  • ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) — ମନରେ ଦୃଢ଼ରୂପେ ଉଦିତ ହୋଇ ବହୁକାଳସ୍ଥାୟୀ ହେବା ଭାବ — A fixed idea
  • ଦେ. ବି. (ସଂ. ଖେଳ) — ପରିହାସ; ଥଟ୍ଟା — Joke; pleasantry
  • ଦେ. ବି. (ସଂ. ଖେଳ) — ଖିଆଲ ପରି କି ଧନ ମନରେ ଭାଳିଲୁ ରେ। କବିସୂର୍ଯ୍ୟ. କିଶୋରୀଚମ୍ପୁ ଖ ଗୀତ।