ଖାନ୍କା Khān-kā

  • ବୈଦେ. ବି. (ଆ. ଖାନ୍କାହ୍) — ମୁସଲ୍ମାନ୍ ସାଧୁ ଓ ଧର୍ମ— ଶିକ୍ଷକମାନଙ୍କର ରହିବା ମଠ — A place for the accomodation of Mahomedan saints and religious teachers