ଖସାଇବା Khasāibā

  • ଦେ. କ୍ରି — ଖସିବା କ୍ରିୟାର ଣିଜନ୍ତ ରୂପ — Causative form of Khasibā
  • ଦେ. କ୍ରି — ପେଟରେ ହାତଲେଡ଼ିଦ୍ୱାରା ଛାତିଆଡ଼ୁ ତଳିପେଟ ଆଡ଼କୁ ଘଷିବା — To rub the palm on the belly downwards