ଖସା Khasā

  • ଦେ. ବି. — ରାଶି; ତିଳ — Sesame (plant and seed); gingili
  • ଦେ. ବି. — ଶରୀରରେ ଥିବା କୃଷ୍ଣବର୍ଣ୍ଣ ଦାଗ — A black mole on the body
  • ଦେ. ବି. — ତଳକୁ ଖସିବା ବା ପଡ଼ିବା କ୍ରିୟା — Act of falling down
  • ପ୍ରାଦେ. (ମେଦିନୀପୁର) ବି — ତୁଷ — Husks