ଖରିତା Kharita
- ବୈଦେ. ବି. (ଆ. ଖରୀତା=ବଡ଼ ଲଫାଫା) — ଏକ ଶାସନ— କର୍ତ୍ତାଙ୍କଠାରୁ ଅନ୍ଯ ଶାସନକର୍ତ୍ତାଙ୍କ ନିକଟ (ଲଫାପାରେ ବନ୍ଦ ହୋଇ) ପଠାଯିବା ସରକାରୀ ଚିଠି — An official letter (contained in a big envelope) sent from the governor of one province or the head of one department to another