ଖରଶାଣ Kharaṡāṇa

  • ସଂ. ବିଣ (ବହୁବ୍ରୀହି; ଖର+ଶାଣ) — ଖରଧାର; ଅତ୍ୟନ୍ତ ଦାଢ଼ୁଆ — Very sharp
  • ସଂ. ବିଣ (ବହୁବ୍ରୀହି; ଖର+ଶାଣ) — ବେଗେଣ ବିନ୍ଧଇ ବୀର ଖରଶାଣ ତୀର—ରାଧାନାଥ, ବେଶୀସଂହାର।