ଖରଚରି Kharachari

  • ପ୍ରାଦେ (ସମ୍ବଲପୁର) ବି — ରକ୍ଷିତ ଜଙ୍ଗଲରେ ଗୋରୁ ଚରିବା ପାଇଁ ଗୋସ୍ୱାମୀଙ୍କ ପ୍ରଦତ୍ତ ଟିକସ — Grazing tax for cattle grazing in the reserved forest