ଖତକୁଡ଼ Khatakuṟḍ̠a

  • ଦେ. ବି (ସଂ. ଖାଦ୍ୟ+କୁଳ) ପ୍ରତିଦିନ ଗୃହର ଅଳିଆ, ଗୋବର, ପାଉଁଶ ଆଦି ଖତରେ ପରିଣତ ହେବା ପାଇଁ ଜମା ହେବା ସ୍ଥାନ ବା ଗଦା — A place where cowdung and refuse of the house are amassed for being putrefied to be used as manure; a manure-heap, dung-hill
  • ଦେ. ବି (ସଂ. ଖାଦ୍ୟ+କୁଳ) ଅଳିଆଗଦା — A heap of refuse or rubbish