ଖଣିଗାତ Khaṇigāta

  • ଦେ. ବି (ସଂ. ଖନି+ଗର୍ତ୍ତ) — ଭୂଗର୍ଭରେ ଖୋଳା ହେବା ବଡ଼ ଗର୍ତ୍ତ ବା ଖାତ — A large hole dug in the ground
  • ଦେ. ବି (ସଂ. ଖନି+ଗର୍ତ୍ତ) — [ଦ୍ର—ଅରଣ୍ୟରେ ଏପରି ଗାତ ଖୋଳି ତା ଉପରେ ଡାଳ ପତ୍ର ଛୁଆଣି କରି ଲୋକେ ହାତୀ ଧରନ୍ତି। ଖଣି ଖୋଳି ଲୋକେ ତହିଁ ମଧ୍ୟରେ କେତେ ମାସ ପାଇଁ ଧାନ ସଞ୍ଚୟ କରନ୍ତି ଓ ବର୍ଷାଋତୁ ପୂର୍ବରୁ ଖଣିରୁ ଧାନ କାଢ଼ି ନିଅନ୍ତି।]