ଖଟଖଟିଆ Khaṭakhaṭiā
- ପ୍ରାଦେ. (କଟକ) ବିଣ — ହୁଗୁଳା; ନିର୍ଦ୍ଦିଷ୍ଟ ଘରାରୁ ହୁଗୁଳି ଯାଇଥିବା — Slackened; loosened out of its socket
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଖଟାଖଟ୍ୱା) — ବୃଦ୍ଧ ତାରକ ପରି ଏକପ୍ରକାର ଲତା — A sort of creeper
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଖଟାଖଟ୍ୱା) — [ଦ୍ର—ଏହାର ମଞ୍ଜିରେ ସ୍ତ୍ରୀଲୋକେ ମୁଣ୍ଡର କେଶକୁ ଧୋଇ ସଫା କରନ୍ତି। ଏହାର ପତ୍ରରେ ପିତଳବାସନ ମାଜିଲେ ବାସନ ଖୁବ୍ ସଫା ହୁଏ। ଏହାର ଫଳମାନଙ୍କରେ ଖଡ଼ିକା ଫୋଡ଼ି ଶିଶୁମାନେ ଖଟ, ରଥ ଆଦି ତିଆରି କରି ଖେଳନ୍ତି।]