ଖଇଚଲା Khaichalā

  • ଦେ. ବି. — ଭଜା ହୋଇଥିବା ଧାନରୁ ତଳେ ଧାନଚୋପା ଗଳି ପଡ଼ିବ, ଅଥଚ ଖଇ (ବଡ଼ ଆକାରର ଥିବାରୁ ଓ ଖଇଚଡ଼ା ଗଳି ପଡ଼ିବ ନାହିଁ, ଏହିପରି ଭାବରେ ଖଡ଼ିକା ବା ବାଉଁଶକାଠିରେ ବୁଣା ହୋଇଥିବା ଖଇ ଚଲାଇବାର ଚାଲୁଣି; ଟୁଙ୍ଗା — A sieve with long narrow openings for sifting the husks froms fried paddy