କଡ଼ Kaṟḍ̠a
- ସଂ. ବିଣ—(କଡ଼ ଧାତୁ=ଖାଇବା; ଦର୍ପ କରିବା+କର୍ମ. ଅ) — ଭକ୍ଷ୍ୟ — Edible
- ସଂ. ବିଣ—(କଡ଼ ଧାତୁ=ଖାଇବା; ଦର୍ପ କରିବା+କର୍ମ. ଅ) — (+କର୍ତ୍ତୃ. ଅ) ଉନ୍ମତ୍ତ — Mad
- ସଂ. ବିଣ—(କଡ଼ ଧାତୁ=ଖାଇବା; ଦର୍ପ କରିବା+କର୍ମ. ଅ) — ଅଜ୍ଞ; ମୁର୍ଖ — Illiterate
- ସଂ. ବି — ଭକ୍ଷଣ — Eating
- ଦେ. ବି. (ସଂ. କଟୀ?) — ପାର୍ଶ୍ୱ; ପାଖ — Side; flank
- ଦେ. ବି. (ସଂ. କଟୀ?) — ଦୈତ୍ୟଙ୍କର ଶିର ମୋଡ଼ି ମାଳେ ମାଳେ ଏକଡ଼ ସେକଡ଼ ମୋଡ଼ି ପକାନ୍ତି ଭୂତଳେ। ସାରଳାମହାଭାରତ।
- ଦେ. ବି. (ସଂ. କଟୀ?) — ଶରୀରର ପାର୍ଶ୍ୱ — Side of the body