କଡ଼କଡ଼ Kar̲ḍ̠akaṟḍ̠a
- ଦେ. ଅ. (ଧ୍ୱନ୍ୟନୁକରଣ) — ଜଳମିଶ୍ରିତ ତେଲ, ଘିଅ ପ୍ରଭୃତି ସ୍ନେହମୟ ବସ୍ତୁର ନିଆଁ ଉପରେ ଫୁଟିବା ଶବ୍ଦ — (onomatopoeic) The sound of oil bubbling over fire
- ଦେ. ଅ. (ଧ୍ୱନ୍ୟନୁକରଣ) — ରାଗରେ ଥରଥର; ଅତି କ୍ରୁଦ୍ଧ — Trembling with anger; furious with rage
- ଦେ. ଅ. (ଧ୍ୱନ୍ୟନୁକରଣ) — କଟକଟ ଶବ୍ଦ — Snapping or crackling sound
- ଦେ. ଅ. (ଧ୍ୱନ୍ୟନୁକରଣ) — ଶ୍ରୁତିକଟୁ ଶବ୍ଦ — Croaking or grating sound