କ୍ଷ୍ୱେଡ଼ Kshweṟḍ̠a

  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ସିଂହନାଦ — Roar (like that of a lion)
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ଧ୍ୱନି — Sound; noise
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ବିଷ — Poison
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ଗରଳ — Venom
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ଓଦା କରିବା — Moistening
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ପରିତ୍ୟାଗ — Abandonment
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ଅସ୍ପଷ୍ଟଧ୍ୱନି — Inarticulate sound
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — କର୍ଣ୍ଣରୋଗବିଶେଷ; କାନଗଇ ଟାଣ ହେବା ଯୋଗୁ କାନରେ ଭାଁ ଭାଁ ଶବ୍ଦ ଅନୂଭୁତି — A disease of the ear; buzzing in the ear due to hardening of the wax
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ଜହ୍ନି (ଲତା ଓ ଫଳ) — Luffa Acutangula (creeper and fruit)
  • ସଂ. ବି. (କ୍ଷିଡ଼ ଧାତୁ=ଶବ୍ଦ କରିବା+ଅ) — ନାଲି ଅରଖ ଗଛ ଫଳ — The fruit of the red swallow-wort
  • ସଂ. ବିଣ — ନିଷ୍ଠୁର — Cruel
  • ସଂ. ବିଣ — କୁତ୍ସିତ — Dirty; nasty