କ୍ରୋର୍ Kror

  • ଦେ. ବି (ସଂ. କୋଟିର ଅପଭ୍ରଂଶ ହି. କରୋଡ଼ ଓ ବଂ. କ୍ରୋର୍ ଶବ୍ଦର ଅନୁକରଣରେ ଇଂରାଜୀରେ କ୍ରୋର୍ ଶବ୍ଦ ଚଳିଅଛି) — ଏକ କୋଟି — Ten millions
  • ଦେ. ବିଣ — ଏକ କୋଟି ସଂଖ୍ୟକ — Numbering ten millions