କ୍ରମଶେ Kramaṡe

  • ଗ୍ରା. ଅ. (ସଂ. କ୍ରମଶଃ) — କ୍ରମଶଃ; କ୍ରମେ କ୍ରମେ — Gradually
  • ଗ୍ରା. ଅ. (ସଂ. କ୍ରମଶଃ) — ବିଧ୍ୱଂସନ ତମସ କ୍ରମଶେ, ବିବର୍ତ୍ତନ ଉଦେ ହୋଇ ଆସେ। ଭଞ୍ଜ, ବୈଦେହୀଶବିଳାସ।