କୋଡ଼ିବା Koṟḍ̠ibā
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — କୋଡ଼ି ଦ୍ୱାରା ମାଟି ହାଣିବା — To cut clods of earth with the spade
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ନଦୀ ତଟ ଭୂମି କୋଡ଼ିରେ କୋଡ଼ି ଦେଇ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ମୁଣ୍ଡକୁ ଭୂଇଁରେ ପିଟିବା ବା ବାଡ଼େଇବା — To strike the head on the ground
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — କହନ୍ତି କୁମାରୀମାନେ ଭୂମେ ମୁଣ୍ଡ କୋଡ଼ି। ବିଷ୍ଣୁକେଶରୀ ପୁରାଣ।
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ବିଶେଷ ମାଡ଼ ଦେବା; ପ୍ରହାର କରିବା; ଛେଚିବା — To give a sound beating or cudgelling
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ରଥେ ରଖି ବେକ ଗୋଡ଼କୁ ଏକାଠାରେ ବାନ୍ଧି ହରି ସେ ବିଧା କୋଡ଼ିଲେ ପିଠିରେ। କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ବିଶେଷ ଭାବରେ ବର୍ଷା କରିବା — To rain cats and dogs
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — (ଯଥା—ଆଜି ସକାଳୁ ମେଘ ଗୁଡ଼ାଏ କୋଡ଼ିଲାଣି।)
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — କୌଣସି ଏକ ବସ୍ତୁକୁ ଅନ୍ଯ ବସ୍ତୁ ଉପରେ ବାଡ଼େଇବା; ଆଘାତ କରିବା — To strike against
- ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) — ହସ୍ତକୁ ଚୁଡ଼ିମାନଙ୍କୁ ପାଷାଣରେ କୋଡ଼ି। ସାରଳା, ମହାଭାରତ, ଭୀଷ୍ମ।