କୋଠାରି Koṭhāri

  • ଦେ. ବି — (ସଂ. କୋଟରାକ୍ଷୀ) ଦୁର୍ଗାଙ୍କର ରୂପାନ୍ତର — A form of Durgā
  • ଦେ. ବି — (ସଂ. କୋଷ୍ଠରକ୍ଷକ) କୋଠଭଣ୍ଡାର ରକ୍ଷକ — [synonym(s):ভাণ্ডারীकाठारी]. The keeper of the privy purse; treasurer of a Raja's private treasury or purse; the trustee or treasurer of a man's own private treasury
  • ଦେ. ବି — ଇଜମାଲି ଧନର ରକ୍ଷକ ବା ମାର୍ଫତ୍ଦାର — The keeper or trustee of joint funds
  • ଦେ. ବି — ଦେବତାଙ୍କ ଅଳଙ୍କାର ଓ ବସ୍ତ୍ରାଦି ରକ୍ଷକ ସେବକ — The keeper of a Deity's ornaments and wardrobe