କୋଟରଗତ Koṭaragata

  • ସଂ. ବିଣ ( 2 ୟା ତତ୍; କୋଟର+ଗତ) — ଗାତଭିତରକୁ ପଶିଯାଇଥିବା — Entered into a hole
  • ସଂ. ବିଣ ( 2 ୟା ତତ୍; କୋଟର+ଗତ) — ଭିତରକୁ ପଶିଯାଇଥିବା (ଚକ୍ଷୁ) — Sunken in the socket (as the eye)