କୈଫିୟତ୍ Ka̲i̱phiyat

  • ବୈଦେ. ବି (ଆ) — କଇଫତ୍ (ଦେଖ) — Kaiphat (See)
  • ବୈଦେ. ବି (ଆ) — ଏତେଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁ ପରି କୈଫିୟତ୍ ଦେଇଥିଲା, ସେଥିର ସାରମର୍ମ ଏହି— ଫକୀରମୋହନ, ଛମାଣଆଠଗୁଣ୍ଠ।