କୈରବ Ka̲i̱raba

  • ସଂ. ବି. (ସଂ. କେ=ଜଳରେ+ରବ୍ ଧାତୁ+ଅ=କେରବ= ହଂସ; କେରବ+ତତପ୍ରିୟାର୍ଥେ. ଅ) — କୁମୁଦ; କଇଁ; ଶ୍ୱେତୋତ୍ପଳ — White water-lily
  • ସଂ. ବି. (ସଂ. କେ=ଜଳରେ+ରବ୍ ଧାତୁ+ଅ=କେରବ= ହଂସ; କେରବ+ତତପ୍ରିୟାର୍ଥେ. ଅ) — କିତବ; ଶଠ; ଠକ — Swindler; cheat
  • ସଂ. ବି. (ସଂ. କେ=ଜଳରେ+ରବ୍ ଧାତୁ+ଅ=କେରବ= ହଂସ; କେରବ+ତତପ୍ରିୟାର୍ଥେ. ଅ) — ଶତୃ — Enemy