କେଳୁଣୀ Keḻuṇī

  • ଦେ. ବି. ସ୍ତ୍ରୀ — କେଳାଜାତୀୟା ସ୍ତ୍ରୀ — A female of the Keḻā class
  • ଦେ. ବି. ସ୍ତ୍ରୀ — [ଦ୍ର—ଏମାନେ ନାଟ କରନ୍ତି, ମାଇପଙ୍କ ଦେହରେ ଚିତା କୁଟନ୍ତି, ଭିକ ମାଗନ୍ତି।]
  • ଦେ. ବି. ସ୍ତ୍ରୀ — (ଗାଳିରେ ବ୍ଯବହୃତ; ଲକ୍ଷଣାର୍ଥ) ନିର୍ଲଜ୍ଜା ସ୍ତ୍ରୀ — A shameless woman; immodest woman
  • ଦେ. ବି. ସ୍ତ୍ରୀ — (ଗାଳି) ଯେଉଁ ସ୍ତ୍ରୀ ସର୍ବଦା ଅନ୍ତଃପୁରରେ ନ ରହି ଦାଣ୍ଡକୁ ବାହାରେ — (a term of abuse) A woman who does not observe the Purdah system
  • ପ୍ରାଦେ. (ଗଡ଼ଜାତ) ବି — ମାକଡ଼ି 2 (ଦେଖ) — ମାକଡ଼ି2(ଦେଖ)Mākaṟḍ̠i 2 (See)