କେଉଁଠା Keuñṭhā

  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — କେଉଁ ସ୍ଥାନ? — Which place?
  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — କୌଣସି ସ୍ଥାନ — Any place
  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — ମାୟା ବିହୁନେ କେଉଁଠା ଊଜ୍ଜ୍ୱଳ ନୋହିଲା। ମହାଦେବ, ମାର୍କଣ୍ଡେୟ ପୁରାଣ।
  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — (ଯଥା—ଏହି ଶବ୍ଦ ସଙ୍ଗେ 2 ୟାରେ କୁ, 5 ମୀରେ ରୁ; 6 ଷ୍ଠୀରେ ର 7 ମୀରେ ରେ ଲାଗେ।) — (ଯଥା—ଏହି ଶବ୍ଦ ସଙ୍ଗେ2ୟାରେ କୁ,5ମୀରେ ରୁ;6ଷ୍ଠୀରେ ର7ମୀରେ ରେ ଲାଗେ)
  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — କେଉଁ ସ୍ଥାନର — Of which place
  • ଦେ. ସର୍ବନାମ (ସଂ. କିମ୍+ସ୍ଥାନ) — (ଏହାର ବହୁବଚନ କେଉଁକେଉଁଠା, କେଉଁଠା- କେଉଁଠା)।