କୃଷ୍ଣା Kṛushṇā
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ଦ୍ରୌପଦୀ; ପାଣ୍ଡବପତ୍ନୀ (କାଳୀ ଥିବାରୁ) — Dra̲u̲padī the wife of the five Pāṇḍaba brothers (she was of dark complexion)
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ଦାକ୍ଷିଣାତ୍ୟର ନଦୀବିଶେଷ — The river Kṛushṇā in Madras
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — [ଦ୍ର—ଏ ନଦୀ ପଶ୍ଚିମ ଘାଟ ମଧ୍ୟରୁ ବାହାରି ହଇଦରାବାଦ ରାଜ୍ୟର ଦକ୍ଷିଣ ବାଟେ ଯାଇ ମଛଲି ପଟ୍ଟମ ଓ ନିଜାମ ପଟଣା ମଧ୍ୟରେ ବଙ୍ଗୋପସାଗରରେ ପଡ଼ିଅଛି। ତୁଙ୍ଗଭଦ୍ରା ଓ ଭୀମା ନଦୀମାନ ଏହାର ଉପନଦୀ; ବେଜବାଡ଼ାଠାରେ କଲିକତା ମାନ୍ଦ୍ରାଜ ରେଳ ଲାଇନ ଏହାର ଉପର ଦେଇ ଯାଇଅଛି। ଏ ନଦୀ ଦିନ୍ଦୁ- ମାନଙ୍କର ଗୋଟିଏ ତୀର୍ଥ।]
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ମାନ୍ଦ୍ରାଜର ଏକ ଜିଲ୍ଲା — A district in Madras
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ପିପ୍ପଳୀ — Long pepper
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ଅଗ୍ନିଙ୍କର ସପ୍ତ ଜିହ୍ୱା ମଧ୍ୟରୁ ଏକ — One of the seven tongues of fire
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ବିଷାକ୍ତ କୀଟବିଶେଷ — 6. A kind of poisonous insects
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ଦ୍ରାକ୍ଷା ଫଳ — 7. Grape
- ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) — ଦୁର୍ଗା — An epithet of Durgā
- ସଂ. ବି. ସ୍ତ୍ରୀ (କୃଷ୍ଣ+ଆ) — ଗାଢ଼ ନୀଳ — Dark blue
- ସଂ. ବି. ସ୍ତ୍ରୀ (କୃଷ୍ଣ+ଆ) — କୃଷ୍ଣବର୍ଣ୍ଣବିଶିଷ୍ଟା (ସ୍ତ୍ରୀ) — (female) Black; having dark complexion