କୂଣିକା Kūṇikā

  • ସଂ. ବି (କୂଣ ଧାତୁ+କର୍ତ୍ତୃ. ଇକ+ଆ) — ପଶୁର ଶୃଙ୍ଗ — Horn of a beast
  • ସଂ. ବି (କୂଣ ଧାତୁ+କର୍ତ୍ତୃ. ଇକ+ଆ) — ସିତାରର ଖିଲ — The peg of a lute