କୂଟସ୍ଥ Kūṭastha

  • ସଂ. ବିଣ. (କୂଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଏକ ଭାବଯୁକ୍ତ — Uniform
  • ସଂ. ବିଣ. (କୂଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ସନାତନ; ନିତ୍ୟ — Eternal; existing from time immemorial
  • ସଂ. ବିଣ. (କୂଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଶିଖରରେ ଅବସ୍ଥିତ — Situate at the top
  • ସଂ. ବିଣ. (କୂଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଅପରିବର୍ତ୍ତନୀୟ — Unchangeable
  • ସଂ. ବି — ପରଂବ୍ରହ୍ମ — The Supreme Soul; the Universal or Super Soul