କୂଟଚକ୍ର Kūṭachakra

  • ସଂ. ବି. (କର୍ମଧା କୂଟ+ଚକ୍ର) — ବିଷମ ସମସ୍ୟା — A knotty problem; dilemma
  • ସଂ. ବି. (କର୍ମଧା କୂଟ+ଚକ୍ର) — ଷଡ଼ଯନ୍ତ୍ର — Conspiracy; machination; crooked policy
  • ସଂ. ବି. (କର୍ମଧା କୂଟ+ଚକ୍ର) — ଦୁର୍ଭେଦ୍ୟ ବକ୍ରପଥ ବା ବ୍ୟୂହ — A labyrinth