କୁଡ଼୍ଡ଼ Kuḍḍa

  • ପ୍ରାଦେ. (ସମ୍ବଲପୁର) ବି. — ପଟାମଇ; ଚାଷ ଜମିକୁ ସମତୁଲ କରିବା ପାଇଁ ବ୍ଯବହୃତ ମଇ — A plank used for being drawn over a cultivated field to level it