କୁଡ୍ୟ Kuḍya

  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — ଭିତ୍ତି; କାନ୍ଥ — Wall
  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — ସ୍ଫଟିକକୁଡ଼୍ୟ ଗୃହେ ପଶି ପାଦ ନୁପୁର ରବେ ଘୋଷି—ଜଗନ୍ନାଥ, ଭାଗବତ।
  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — ବ୍ୟଗ୍ରତା — Eagerness
  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — (+ଭାଗ. ଯ)—କୌତୂହଳ — Curiosity
  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — ବିଲେପନ; ଲିପିବା — Anointing; smearing
  • ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) — କାନ୍ଥ ଆଦି ପଲସ୍ତରା କରିବା — Plastering (of a wall)