କୁଷୀଦ Kushīda

  • ସଂ. ବି — ସୁଧରେ ଟଙ୍କା ଖଟାଇବା; ମହାଜନି — Usury
  • ବିଣ — ଜଡ଼ — Inert
  • ବିଣ — ନିର୍ମମ — Indifferent
  • ବିଣ — ବିରାଗୀ — Apathetic