କୁଷାକୁ Kushāku

  • ସଂ. ବି. (କୁଷ ଧାତୁ=ଶୋଭା ପାଇବା+କର୍ତ୍ତୃ. ଆକୁ) — ଅଗ୍ନି — Fire
  • ସଂ. ବି. (କୁଷ ଧାତୁ=ଶୋଭା ପାଇବା+କର୍ତ୍ତୃ. ଆକୁ) — ମାଙ୍କଡ଼ — Monkey
  • ବିଣ — କ୍ରୂର; ଦୁଷ୍ଟ — Vile; wicked
  • ବିଣ — ଘୃଣ୍ୟ — Detestable
  • ବିଣ — ଯାହା ପୋଡ଼ିପକାଏ — Burning; scorching