କୁରୁମି Kurumi

  • ଗ୍ରା. ବି. (ସଂ. କୃମି; ତୁଳ. ଫା. କିରମ୍) — ବିଷ୍ଠା ମଧ୍ୟରେ ଥିବା ଧଳା କ୍ଷୁଦ୍ର ପୋକ — Intestinal worms; worms in the belly
  • ଗ୍ରା. ବି. (ସଂ. କୃମି; ତୁଳ. ଫା. କିରମ୍) — ପେଟରେ କୃମି ଜନ୍ମିବା ରୋଗ — A disease in which round worms infest the abdomen and the intestines
  • ପ୍ରାଦେ. (ସମ୍ବଲପୁର) ବି — କୃଷକ ଜାତିବିଶେଷ — The Kurmi caste of agriculturists
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏମାନେ ମହାରାଷ୍ଟ୍ର, ସମ୍ବଲପୁର ଓ ବିହାର ଆଦି ଅଞ୍ଚଳରେ ବାସ କରନ୍ତି, ଏମାନେ କୃଷି କର୍ମରେ ବିଶେଷ ପରିଶ୍ରମ କରନ୍ତି।]